Posts

Showing posts from August, 2021

ବେଦନା, ସଂଘର୍ଷ ଏବଂ ପ୍ରତିରୋଧର ବିସ୍ଫୋରଣ : ‘ଖେତପୁରାଣ’

Image
  ବେଦନା, ସଂଘର୍ଷ ଏବଂ ପ୍ରତିରୋଧର ବିସ୍ଫୋରଣ : ‘ଖେତପୁରାଣ’

“ଜଣେ ନାରୀ ନିଜକୁ ଲେଖିବା ଓ ପୁରୁଷଟିଏ ନାରୀ ସମ୍ପର୍କରେ ଲେଖିବା କିପରି ଏକା କଥା ହୋଇପାରିବ?” @ଅପର୍ଣ୍ଣା ମହାନ୍ତି

Image
  “ଜଣେ ନାରୀ ନିଜକୁ ଲେଖିବା ଓ ପୁରୁଷଟିଏ ନାରୀ ସମ୍ପର୍କରେ ଲେଖିବା କିପରି ଏକା କଥା ହୋଇପାରିବ ?”                                                  @ ଅପର୍ଣ୍ଣା ମହାନ୍ତି ( ସୁପ୍ରସିଦ୍ଧ ନାରୀ କବି ଅପର୍ଣ୍ଣା ମହାନ୍ତିଙ୍କ ସହ ଦିବ୍ୟ ରଞ୍ଜନ ସାହୁଙ୍କ ବାର୍ତ୍ତାଳାପ) ଦିବ୍ୟ ରଂଜନ ସାହୁ : ସମକାଳୀନ (ସାଂପ୍ରତିକ) ଓଡ଼ିଆ କବିତାର କାଳ-ନିର୍ଦ୍ଧାରଣକୁ ନେଇ ଆଲୋଚକଙ୍କ ମଧ୍ୟରେ ଭିନ୍ନ-ଭିନ୍ନ ଧାରଣା ପ୍ରଚଳିତ , ଆପଣ କିନ୍ତୁ ସମକାଳୀନ କବିତାର ଆରମ୍ଭ କେଉଁଠାରୁ ସ୍ଵୀକାର କରନ୍ତି ? ଅପର୍ଣ୍ଣା ମହାନ୍ତି : ୧୯୮୦ ମସିହାର ପରବର୍ତ୍ତୀ ସମୟରୁ ରଚିତ ଓଡ଼ିଆ କାବ୍ୟଧାରାକୁ ସମକାଳୀନ ଓଡ଼ିଆ କବିତା ଭାବରେ ଗ୍ରହଣ କରାଯାଇପାରେ । ଦିବ୍ୟ ରଂଜନ ସାହୁ : ସମକାଳୀନ ଓଡ଼ିଆ କବିତା ସମ୍ବନ୍ଧରେ ଆପଣଙ୍କ ଅଭିପ୍ରାୟ କ ’ ଣ ? କବି ହେବା ସହିତ ଜଣେ ସମାଲୋଚକ ଭାବରେ ଆପଣ ପୂର୍ବବର୍ତ୍ତୀ କବିତାଠାରୁ ସମକଳୀନ ଓଡ଼ିଆ କବିତାର ବିଭାଜନକୁ କେଉଁ ରୂପରେ ଦେଖନ୍ତି ? ଅପର୍ଣ୍ଣା ମହାନ୍ତି : ପ୍ରାଚୀନ , ମଧ୍ୟଯୁଗୀୟ କବିତାର ...